Advertisment

ଲୋକେ ଇ-ଯାନ ଆଡ଼କୁ ମନ ବଳାଇଲେଣି

ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି ।

author-image
Satyendu Shekher Mishra

ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି । ଏପଟେ ଇ-ଯାନ ଉପରେ ରାଜ୍ୟ ସରକାରଙ୍କ ସବ୍‌ସିଡି ସେମାନଙ୍କ ଆଗ୍ରହକୁ ଦୁଇଗୁଣିତ କଲାଣି ।ତେବେ ଏ ପରିବେଶ ଅନୁକୂଳ ଯାନକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପରିବେଶବିତଙ୍କ ମତ ।

Advertisment
Petrol Price Hike E-Vehicle
Advertisment
Advertisment