Special Story | Odisha Boys Develop Machine To Predict Weather
ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି । ପ୍ରତିଦିନ ପାଣିପାଗ ରିପୋର୍ଟ କାନ୍ଥରେ ଲଗାଉଛନ୍ତି । ଚାଷୀମାନେ ଏହି ଆଗୁଆ ସୂଚନା ପାଇ ବହୁତ ଖୁସି ହେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)