Advertisment

ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ, ଏତେବଡ଼ କାଣ୍ଡ କଲା କେମିତି ?

ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।

author-image
Satyendu Shekher Mishra

ପୋଲିସ ଆଗରେ ମଧ୍ୟ ଅଭିଯୁକ୍ତ ଏକାକି ରୋଷଘର ଚୁଲି ଭାଙ୍ଗିଥିବା ମାନିଥିବା ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୋଲିସ୍ ଏସ୍‌ପି। କହିଥିଲେ ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।

Advertisment
Lord Jagannath Lord Jagannath Temple Rosa Ghara
Advertisment
Advertisment