ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍। ଖାଲି ସେତିକି ନୁହେଁ, ଏ ଦୁଇ ସାଙ୍ଗ ଏବେ ଚାଷ ପାଇଁ ଫେମସ୍। ଜମିରେ ଫଳେଇଛନ୍ତି ସୁନାର ଫସଲ। ଚାଲନ୍ତୁ ଭେଟିବା ରାଉରକେଲାରେ ଏହି ଦୁଇ ବନ୍ଧୁଙ୍କୁ।
Published: Minati Mishra
Last updated: 23 September 2021, 12:42 PM IST
ରାଜ୍ୟରେ ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି ।