ଅକ୍ଟୋବର ୨୪କୁ ନେଇ ବଢିଲା ଚର୍ଚ୍ଚା। ସେହି ଦିନ ବାତ୍ୟା ହେବା ନେଇ ବଢିଲା ଚର୍ଚ୍ଚା…ବାତ୍ୟା ଖବର ଶୁଣି ଛାନିଆ ହେଲେଣି ଉପକୂଳିଆ
Published: Pallipuspa Samal
Last updated: 18 October 2022, 08:37 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।