Advertisment

ବେଡରୁମରେ ପସିଗଲା ୧୫ ଫୁଟଆ ଅହିରାଜ ସାପ, ତାପରେ...

ଘର ଭିତରୁ ଶୁଭିଲା ଫଁ ଫଁ ଗର୍ଜନ। ଡରି ଡରି ଖୋଜାଖୋଜି କଲେ ପରିବାର ଲୋକେ। ଏତିକିବେଳେ ଘରୁ ବାହାରି ଆସିଲା ୧୫ଫୁଟ ଲମ୍ୱର ବିରାଟ ଅହିରାଜ। ତାର ବିଶାଳ ଫଣା, କଣା ମଚମଚ ଶରୀର ଦେଖି ଛାନିଆ ହୋଇଗଲେ ପରିବାର ଲୋକେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Special Story
Advertisment
Advertisment