'ମହାପ୍ରଭୁଙ୍କୁ ଆମେ ବେଶ କରୁଛୁ.. ଦିଅଁ ଆମକୁ କହୁଛି.. ରାତି ୨ଟାରୁ ଦୁଆର ଖୋଲିକି ରୋଜଗାର ଚାଲିଛି ଭିତରେ.. ଜଗନ୍ନାଥଙ୍କୁ ଖାଲି କଲବଲ କରୁଛନ୍ତି.. ଦିଅଁ ଟିକେ ଶୋଇପାରୁନାହାନ୍ତି'
Published By: Tanmay Kumar Mahalik
Last updated: 01 January 2024, 12:04 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।