ପୁଣିଥରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି । ଖିଚିଂ ସ୍ଥିତ ଐତିହାସିକ ମା କିଚକେଶ୍ୱରୀ ମନ୍ଦିରର ଦର୍ଶନ କରିବେ ରାଷ୍ଟ୍ରପତି । ଏହା ସହ ମାଆଙ୍କର ଆଳତୀରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି । ଏନେଇ ରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଇ-ମେଲ ଯୋଗେ ଖବର ଦିଆଯାଇଛି, ଯାହାର ସୂଚନା ଦେଇଛନ୍ତି ମାଆ କୀଚକେଶ୍ୱରୀ ମନ୍ଦିର କମିଟିର ପରିଚ୍ଛା ଅଜୟ କୁମାର ସାହୁ ।
Published By: Tanmay Kumar Mahalik
Last updated: 17 February 2024, 10:36 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।