Srimandir Parikrama Prakalpa
ଯେଉଁ ପ୍ରକଳ୍ପ ପାଇଁ ଜମି ଗଲା, ଘର ଗଲା। ତା’ସହ ସୁଖଶାନ୍ତି ବି ବିଗିଡ଼ିଗଲା। ଅଥଚ ସେହି ସର୍ବହରାଙ୍କୁ ଆଜିଭଳି ଦିନରେ କେହି ବି ପଚାରିଲେନି। ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା। ମାତ୍ର କେଇ ଜଣ ବିନ୍ଧାଣୀଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର। କିନ୍ତୁ ଦୁର୍ଭାଗ୍ୟ, ପ୍ରକଳ୍ପ ପାଇଁ ବିସ୍ଥାପିତ ସାଜିଥିବା ବ୍ୟକ୍ତିବିଶେଷ ଆଜି ଅଲୋଡ଼ା ଭଳି ମନେହେଉଥିଲେ। ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସଂପୃକ୍ତ ବିସ୍ଥାପିତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)