""
ବିବିଧ Videos ଖବର ବାଜିଲା ପୁଅ ଫେରିଲା ପୁଅକୁ ପାଇ ମା’ ଆଖିରେ ଲୁହ ରହୁନି । ହରାଇବା ଦୁଃଖକୁ ଯେମିତି ସେ ଭୁଲିପାରୁନି । ସେଥିପାଇଁ ତ କାନ୍ଦି କାନ୍ଦି କହୁଛି ମୋ ପୁଅ କେଉଁଠି ଥିଲା । ମୋ ପୁଅ ଫେରି ଆସିଛି । ହଜିଲା ପୁଅକୁ ଫେରି ପାଇ ଆଜି ଆତ୍ମହରା ହୋଇପଡ଼ିଛି ଜନ୍ମକଲା ମା’ । Pallipuspa Samal 28 May 2024 13:08 IST OTV Impact OTV ImpactAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ