Advertisment

ସମସ୍ତଙ୍କୁ ହସାଉଥିଲେ, ଭଗବାନ କନ୍ଦାଇଦେଲେ

ତାଙ୍କ ଜୀବନ୍ତ ଅଭିନୟରେ ସମସ୍ତେ ହସି ହସି ବେଦମ ହେଉଥିଲେ । ତାଳି ମାରୁଥିଲେ । ଆଖପାଖ ଗାଁରେ ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ଥିଲେ । ହେଲେ ବାସ୍ତବ ଜୀବନରେ ଇଶ୍ୱର ତାଙ୍କୁ ଏମିତି ଏକ ମୋଡ଼ରେ ଆଣି ପହଞ୍ଚାଇଛନ୍ତି, ସାହାଯ୍ୟ ପାଇଁ ନେହୁରା ହେବାଛଡ଼ା ଅନ୍ୟ ଉପାୟ ନାହିଁ ।

author-image
Tanmay Kumar Mahalik

Kendrapara
Advertisment
Advertisment