Forest fire
ଦେଶର ବିଭିନ୍ନ ସ୍ଥାନରେ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଛି । ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ(Forest fire) । ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ । ଏଣେ ଜଙ୍ଗଲ ନିଆଁ ରୋକିବାକୁ ପିସିସିଏଫ୍ ବି ହାତ ଟେକିଦେଲେଣି, କହିଛନ୍ତି କେବଳ ବର୍ଷା ହିଁ ଭରସା । ତେବେ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଆୟତ୍ତ କରାଯାଇଥିବା କହୁଛନ୍ତି । ପରିବେଶବିତଙ୍କ ଉଦବେଗ ନିଆଁ ଲିଭାଇବା ନୁହେଁ ନିଆଁ କେମିତି ନଲାଗିବ ତାକୁ ପ୍ରାଥମିକତା ଦିଅନ୍ତୁ ସରକାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)