ଦେଶର ବିଭିନ୍ନ ସ୍ଥାନରେ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଛି । ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ(Forest fire) । ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ । ଏଣେ ଜଙ୍ଗଲ ନିଆଁ ରୋକିବାକୁ ପିସିସିଏଫ୍ ବି ହାତ ଟେକିଦେଲେଣି, କହିଛନ୍ତି କେବଳ ବର୍ଷା ହିଁ ଭରସା । ତେବେ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଆୟତ୍ତ କରାଯାଇଥିବା କହୁଛନ୍ତି । ପରିବେଶବିତଙ୍କ ଉଦବେଗ ନିଆଁ ଲିଭାଇବା ନୁହେଁ ନିଆଁ କେମିତି ନଲାଗିବ ତାକୁ ପ୍ରାଥମିକତା ଦିଅନ୍ତୁ ସରକାର ।
Published: Tanmay Kumar Mahalik
Last updated: 08 March 2023, 10:22 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।