ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେ ବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ। ବାସ୍ କେବଳ ପ୍ରତିଶ୍ରୁତି ଦେଇ ଭୋଟ୍ ନେଇ କ୍ଷମତାକୁ ଆସିବା ଯାଏଁ । ହେଲେ ଏଥର କିନ୍ତୁ ଜାଗ୍ରତ ଜନତା, ରୋକଠୋକ୍ ଶୁଣାଇଛନ୍ତି, ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ।
Published By: Santosh Kumar Sahoo
Last updated: 18 March 2024, 09:21 PM IST
ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।