Advertisment

ଏଇ ମେଡିକାଲ ଖୋଲାଥିଲେ ଏତେ ସଂଖ୍ୟାରେ ମରିନଥାଆନ୍ତେ ଲୋକ?

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ

author-image
Pallipuspa Samal
Balasore Train Mishap
Advertisment
Advertisment