Advertisment

‘ଖୁସି’ ଯୋଜନା ବାଟବଣା !

ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !

author-image
Minati Mishra
ଅଦ୍ୟତନ ହୋଇଛି

ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ଛାତ୍ରୀଙ୍କ ପାଖରେ ସାନିଟାରୀ ନାପକିନ୍ ପହଞ୍ଚିବା ବଦଳରେ ପଡ଼ିଛି ନୋଡାଲ ସେଣ୍ଟରର ଗୋଦାମରେ  ।

Advertisment
Odisha News Sanitary Napkin Khusi Scheme
Advertisment
Advertisment