Advertisment

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ହେଲେ ବାସ୍ତବ ରୂପ ନେବ ତ ପ୍ରସ୍ତାବିତ ବିମାନ ବନ୍ଦର ?

author-image
Santosh Kumar Sahoo

୩ବର୍ଷରେ ସରିବ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ। ନିର୍ବାଚନ ପୂର୍ବରୁ ପିପିପି ମୋଡରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର। ହେଲେ ପ୍ରଶ୍ନ ବାସ୍ତବ ରୂପ ନେବ ତ ଏ ପ୍ରକଳ୍ପ ? କାହିଁକି ନା ପ୍ରକଳ୍ପ ପାଇଁ ଯଦିଓ ପରିବେଶ ମଞ୍ଜୁରୀ ମିଳିଛି ହେଲେ ଏବେ ବି କୋଷ୍ଟାଲ ରେଗୁଲେସନ ଜୋନ୍ କ୍ଲିୟରାନ୍ସ ବାକି ଅଛି। ଏଥିସହ ମାତ୍ର ୬୦ କିଲୋମିଟର ଦୂରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିମାନବନ୍ଦର ଥିବାରୁ ଏହା କେତେ ବ୍ୟବହାର୍ଯ୍ୟ ହେବ, ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
Puri Airport
Advertisment
Advertisment