Doctors Tour
ସରକାରୀ ଖର୍ଚ୍ଚରେ ବିଦେଶ ବୁଲୁଛନ୍ତି ସରକାରୀ ଡାକ୍ତର। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବି ଯାଉଛନ୍ତି ଫରେନ୍ ଟୁର୍ରେ। ସେଥିପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର। ଖାଲି ବିଦେଶ ନୁହେଁ ବାହାର ରାଜ୍ୟର ବିଭିନ୍ନ ଆଶ୍ରମକୁ ଯାଇ ଶିଖୁଛନ୍ତି ଚାପମୁକ୍ତ ରହିବାର କୌଶଳ। ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ଚାପମୁକ୍ତ ରଖିବାକୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)