Advertisment

ଗାଁକୁ ରାସ୍ତା ନାହିଁ, କାଦୁଅରେ ଚାଲୁଛୁ; ଗାଁ ଲୋକ କହିଲେ ଆମେ କ’ଣ ମଣିଷ ନୁହଁ ?

ଗାଁକୁ ରାସ୍ତା ନାହିଁ । ଆଣ୍ଠୁଏ କାଦୁଏରେ ଭର୍ତ୍ତି । ବାଇକ୍ ଗଡ଼ିବା ତ ଦୂରର କଥା ପାଦରେ ଚାଲିବା ମୁସ୍କିଲ୍ । କ୍ଷୋଭ ସହ ଗ୍ରାମବାସୀଙ୍କ ଦାବି ରାସ୍ତାକର ନହେଲେ ରାସ୍ତାରେ ଚାଷ କରିବାକୁ ଅନୁମତି ଦିଅ..

author-image
Tanmay Kumar Mahalik
ଅଦ୍ୟତନ ହୋଇଛି

Poor Road
Advertisment
Advertisment