ନିର୍ମାଣ ଶ୍ରମିକରୁ ସଙ୍ଗୀତ ନିର୍ଦ୍ଦେଶକ । ସ୍କୁଲ ବେଳେ ଶ୍ରମିକ, କଲେଜ ବେଳେ ରାଜମିସ୍ତ୍ରୀ । ହେଲେ ଜୀବନରେ ଜଣେ କଳାକାର ହେବାର ଜିଦ୍ ପାଇଁ ଏହି ଯୁବକ ଏବେ ଚର୍ଚ୍ଚାରେ । ନିଜେ ଗୀତ ଲେଖୁଛନ୍ତି, ସ୍ୱରରେ ସଜାଉଛନ୍ତି ଆଉ ନିଜେ ଗାଉଛନ୍ତି । ପୁଣି ମ୍ୟୁଜିକ ଆଲବମରେ ସାଜୁଛନ୍ତି ନିର୍ଦ୍ଦେଶକ ।
Published By: Santosh Kumar Sahoo
Last updated: 04 April 2024, 11:26 AM IST
ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ବନ୍ଦ ହେଲାନି ବଳି ପରମ୍ପରା । ପୋଢ଼ମରା ଯାତ୍ରାରେ ବନ୍ଦ ହେଲାନି ବଳି ପ୍ରଥା ।