Advertisment

କଳାରେ ଉତ୍କର୍ଷତା ଲାଗି ୪ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ନାଁ ଘୋଷଣା ପରଠୁ ଚର୍ଚ୍ଚାରେ ରାଜ୍ୟର ଏ ଚାରି ହିରୋ।

author-image
Santosh Kumar Sahoo

ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇବେ ୪ ଓଡ଼ିଆ। କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ, ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ,
ଗୀତିକାର ତଥା ସାହିତ୍ୟିକ ବିନୋଦ ପଶାୟତ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କ ନାଁ ଘୋଷଣା କରାଯାଇଛି। ଏମାନେ ସମସ୍ତେ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।

Advertisment
Odisha News Padma Awards
Advertisment
Advertisment