Advertisment

ବାଟଭୁଲା ପିଲା ଫେରିଆସ.. ବାପା-ମା’ ସବୁଠୁ ବଡ଼

କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ଜନ୍ମ କଲା ବାପା ମା’ ଆଉ ଗୁରୁଜନଙ୍କୁ ଭୁଲିଯାଉଛନ୍ତି.. ଭୁଲିଯାଉଛନ୍ତି ନିଜ ଗାଁ ମାଟି, ସଂସ୍କୃତି ପରମ୍ପରାକୁ.. ଶେଷରେ ପୁଅ ଝିଅକୁ ଅପେକ୍ଷା କରି କରି ବୃଦ୍ଧାବସ୍ଥାରେ ଏକାକୀ ଜୀବନ କାଟୁଛନ୍ତି ଅସହାୟ ବାପା ମାଆ.. ଅନେକଙ୍କ ଠିକଣା ବୃଦ୍ଧାଶ୍ରମକୁ ବଦଳିଯାଉଛି..

author-image
Santosh Kumar Sahoo

ଚାକଚକ୍ୟ ଜୀବନ, ପାଶ୍ଚାତ୍ୟ ସଂସ୍କୃତି ଭିତରେ ଧନ୍ଦି ହୋଇ ପଡ଼ିଛି ଯୁବପିଢ଼ି.. ଆଉ ତାହାରି ଭିତରେ କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ଜନ୍ମ କଲା ବାପା ମା ଆଉ ଗୁରୁଜନଙ୍କୁ ଭୁଲିଯାଉଛନ୍ତି.. ଭୁଲିଯାଉଛି ନିଜ ଗାଁ ମାଟି, ଆଉ ସଂସ୍କୃତି ପରମ୍ପରାକୁ.. ଶେଷରେ ପୁଅ ଝିଅକୁ ଅପେକ୍ଷା କରି କରି ବୃଦ୍ଧାବସ୍ଥାରେ ଏକାକୀ ଜୀବନ କାଟୁଛନ୍ତି ଅସହାୟ ବାପା ମା.. ଅନେକଙ୍କ ଠିକଣା ବୃଦ୍ଧାଶ୍ରମକୁ ବଦଳିଯାଉଛି.. ଅନେକ ସମୟରେ ଦେଖିବାକୁ ମିଳୁଛି, ବାପ ମା ନିଜ ପିଲାଙ୍କୁ ବୃଦ୍ଧ ଅବସ୍ଥାରେ ଟିକେ ଦେଖିବାକୁ ଚାହିଁଲେ ବି ତାଙ୍କର ସେତକ ଇଚ୍ଛା ପୂରା ହେଇପାରୁନି.. ସମାଜର ଏମିତି ସ୍ଥିତିରେ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି ମୟୂରଭଞ୍ଜ ମହାରାଜା ଏବଂ ମହାରାଣୀ..

Advertisment
Udala
Advertisment
Advertisment