Road Problem In Nabarngpur
ଗୋଟିଏ ପଟେ କୋରାପୁଟ ଜିଲ୍ଲା ଓ ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା l ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଇନ୍ଦ୍ରାବତୀ ନଦୀ - ଯାହା ଦୁଇ ଜିଲ୍ଲା ମଧ୍ୟରେ ବ୍ୟବଧାନ ସୃଷ୍ଟି କରୁଛି l ସାମାଜିକ ତଥା ପାରିବାରିକ ସଂପର୍କ ଯୋଡ଼ିବାରେ ମଧ୍ୟ ପ୍ରତିବନ୍ଧକ ସାଜିଛି l କିନ୍ତୁ, ନଦୀ ପାର୍ଶ୍ୱରେ ଥିବା ଦୁଇ ଯୁବକ ଏହି ଦୂରତାକୁ ସାମାନ୍ୟ କାଠପୋଲ ନିର୍ମାଣ କରି କମ୍ କରିଦେଇଛନ୍ତି । ହେଲେ ସମସ୍ୟା ଯଥା ପୂର୍ବମ୍ ତଥା ପରଂ ....
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)