ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ବନ୍ଦ ହେଲାନି ବଳି ପରମ୍ପରା । ପୋଢ଼ମରା ଯାତ୍ରାରେ ବନ୍ଦ ହେଲାନି ବଳି ପ୍ରଥା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଆଉଡିପଡା ଗାଁରେ ପାଳିତ ହୋଇଛି ପାରମ୍ପରିକ ପୋଢ଼ମରା ଯାତ୍ରା ।
Published By: Santosh Kumar Sahoo
Last updated: 04 April 2024, 10:50 AM IST
ପାଣି ପାଇଁ ହାହା କାର...ସ୍ୱାଧିନତାର ୭୪ ବର୍ଷ ପରେ ବି ବିଶୁଦ୍ଧ ପାଣି ଟୋପେ ପାଉନାହାଁନ୍ତି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ରଖାସାହି ଓ ଧଳାଡିହି ଗ୍ରାମବାସୀ ।