ଉଠା ଦୋକାନୀଙ୍କ ପାଇଁ ଭେଣ୍ଡି ଜୋନ୍ ବ୍ୟବସ୍ଥା । ପୁରୀରେ ଅଟୋବାଲାଙ୍କ ପାଇଁ ପାର୍କିଂ । ଏଥର ଏସବୁ ନିହାତି ହେବ ।'
Published By: Tanmay Kumar Mahalik
Last updated: 01 January 2024, 12:16 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।