ମୋ କ୍ୟାରିୟରରେ ଏହା ଶେଷ ବିଧାନସଭା। ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟଗତ କାରଣ ଏବଂ ଗୁମାସ୍ତା ଶାସନ ପାଇଁ ମୁଁ ରାଜନୀତିରୁ ବିଶ୍ରାମ ନେବି।
Published By: Tanmay Kumar Mahalik
Last updated: 17 February 2024, 10:40 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।