Khandagiri Mela
ଆସିଯାଇଛି ମହାପ୍ରଭୁଙ୍କ ଆଜ୍ଞାମାଳ.. ବିଧି ପୂର୍ବକ ସ୍ଥାପନ କାର୍ଯ୍ୟ ମଧ୍ୟ ସରିଛି..ଏପଟେ ରାଜ୍ୟ ଏବଂ ରାଜ୍ୟ ବାହାରୁ ନାଗାବାବାଙ୍କ ସମେତ ସାଧୁ ସନ୍ଥଙ୍କ ଭିଡ଼ ମଧ୍ୟ ଜମିଲାଣି.. ସାଧୁସନ୍ଥଙ୍କ ରହଣୀ ବ୍ୟବସ୍ଥା ଲାଗି ଟେଣ୍ଟ ବନ୍ଧା ସରିଛି…ବାବା ମାନେ ମାଟି ଖୋଳି ଯଜ୍ଞ କୁଣ୍ଡ ପ୍ରସ୍ତୁତ କରୁଛନ୍ତି. ଶ୍ରଦ୍ଧାଳୁ ଆସି ବାବାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି.. କାରଣ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ କୁମ୍ଭ ମେଳା.. ହର ହର ମହାଦେବ ମନ୍ତ୍ର ସାଙ୍ଗକୁ ହୋମ ଯଜ୍ଞରେ ପ୍ରକମ୍ପିତ ହେବ. ସାଧୁସନ୍ଥ ଓ ନଗବାବା ଙ୍କ ହେବ ମହା ସମାବେଶ. ପୁଣି ଜମିବ ନାମିଦାମୀ ଯାତ୍ରା ପାର୍ଟି ଧୁମ..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)