Advertisment

ପଲ୍ଲୀରୁ ଦିଲ୍ଲୀ ଡିଣ୍ଡିମ ଶୁଣି ଶୁଣି କାନ ଫାଟି ପଡ଼ୁଛି..ହେଲେ ସତ କିନ୍ତୁ ଏଇଟା..

ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଆକାଶ ମାର୍ଗରେ ପହଞ୍ଚାଇ ପାରିଥିବା ସରକାର ଓ ଦଳୀୟ ନେତା ପ୍ରଚାର କରୁଛନ୍ତି..ହେଲେ ବାସ୍ତବତା ହେଲା ଏଇୟା..

author-image
Santosh Kumar Sahoo

ସରକାରଙ୍କ ମାଳ ମାଳ ଯୋଜନା, ଆଉ ଯୋଜନାର ସଫଳତାର ଡିଣ୍ଡିମ ପଲ୍ଲୀରୁ ଦିଲ୍ଲୀ ଯାଏ ଶୁଭୁଛି.. ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଆକାଶ ମାର୍ଗରେ ପହଞ୍ଚାଇ ପାରିଥିବା ସରକାର ଓ ଦଳୀୟ ନେତା ପ୍ରଚାର କରୁଛନ୍ତି..ହେଲେ ବାସ୍ତବତା ହେଲା ଏଇୟା.. ସ୍ୱାଧୀନତାର 76ବର୍ଷ ପରେ ବି ଆଦିବାସୀ ଇଲାକାରେ ନା ଅଛି ଭଲ ପାଣି, ନା ରାସ୍ତା, ନା ଅଙ୍ଗନବାଡି କେନ୍ଦ୍ର, ସବୁଠାରୁ ବଡ଼ ଆଉ ଆଶ୍ଚର୍ଯ୍ୟର କଥା ୩ଟି ସାହିର ଲୋକେ କିଟିକିଟି ଅନ୍ଧାରରେ ଜୀବନ କାଟୁଛନ୍ତି.. ଦିନର ଆଲୁଅରେ ଚଳିଯାଉଛି ହେଲେ ରାତିରେ ଟର୍ଚ୍ଚ ଆଲୁଅ ହିଁ ସାହା..

Advertisment
Udala
Advertisment
Advertisment