ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।
Published By: Kausik Mohapatra
Last updated: 14 November 2023, 09:31 PM IST
ବାଣେଶ୍ୱରନାସୀରେ ଏକ ସଂଗ୍ରହାଳୟ ହେବା ପାଇଁ ଶୁଭ ଦିଆଯିବା ପରେ କାମ ବି ଆରମ୍ଭ ହୋଇଥିଲା.. କିନ୍ତୁ ଖାଲି ଗାତ ଖୋଳିଦେଇ କଣ୍ଟ୍ରାକ୍ଟର ଛୁ.. ଏ ଯାଏ ଇଟା ଖଣ୍ଡେ ପଡି ନଥିଲାବେଳେ 1 କୋଟି 2 ଲକ୍ଷ 58 ହଜାର328 ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି..