""
ବିବିଧ Videos ବାରଣ୍ଡା ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ସେଇଠି ବାରଣ୍ଡା ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ସେଇଠି । କିଏ ଟିକେ ବସିବାକୁ ଜାଗା ଦେଲେ ପିଲାଏ ବସିବେ ଓ ପଢ଼ିବେ । ସେଇଠି ସେଦିନର ଅଙ୍ଗନବାଡ଼ି କେନ୍ଦ୍ର । ଖରାଦିନେ ତ କାମ ଚଳିଯାଉଛି, ହେଲେ ନିଜସ୍ୱ ଘର ନଥିବାରୁ ବର୍ଷାଦିନେ ପିଲାଏ ଆସନ୍ତିନି । ରାଜ୍ୟରେ ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର...! Pallipuspa Samal 20 Mar 2024 11:59 IST Anganwadi centre Anganwadi CentresAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ