ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି। ତା’ଠୁ ବଳି କଷ୍ଟ ଦେଉଛି ଜଙ୍ଗଲ ରାସ୍ତା ଦେଇ ବୟସ୍କମାନେ ଭତ୍ତା ଆଣିବାକୁ ଯିବା ଓ ଆସିବା....
Published By: Pallipuspa Samal
Last updated: 06 March 2024, 10:46 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।