Advertisment

China: ଜେଲ୍‌ ନଯିବାକୁ ୩ଥର ଗର୍ଭବତୀ, ଏମତି ଆଇଡିଆ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଜେଲ ଦଣ୍ଡରୁ ବଞ୍ଚିବା ପାଇଁ ଗର୍ଭବତୀ ହେଲେ । ୫ ବର୍ଷରୁ ଜେଲ ଦଣ୍ଡରୁ ବଞ୍ଚିବା ପାଇଁ ୩ ଥର ଗର୍ଭବତୀ । ଜେଲର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ହୋସ ଉଡିଯାଏ । ସମସ୍ତଙ୍କୁ ଡର ଲାଗେ । କେହି କେହି ଦେହ ଖରାପ ଅଛି କହି ହସପିଟାଲରେ ଆଡମିଟ୍ ହୋଇଯାଆନ୍ତି । କିନ୍ତୁ ଜଣେ ମହିଳା ଜେଲ ଦଣ୍ଡରୁ ବଞ୍ଚିବା ପାଇଁ,ଏମତି ଆଇଡିଆ କଲେ ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ୫ ବର୍ଷର ଜେଲ ଦଣ୍ଡକୁ ,ଏଡାଇବା ପାଇଁ ୩ ଥର ପିଲା ଜନ୍ମ

author-image
Manasranjan Mohanty