Advertisment

ଧରାପଡ଼ିଲା ପାକିସ୍ତାନର ଚୋରା ପୀରତା

ଯେତେବେଳେ ଭାରତ ଆତଙ୍କବାଦ ବିରୋଧରେ ପାକିସ୍ତାନ ସହ ଲଢ଼ୁଛି, ଠିକ୍ ସେହି ସମୟରେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ତୁର୍କୀ ।

author-image
Santosh Kumar Sahoo

ଧରାପଡ଼ିଗଲା ଚୋରା ପୀରତି । ବିପଦ ବେଳେ ଯିଏ ସହଯୋଗର ହାତ ବଢ଼ାଇଲା, ଏବେ ତାକୁ ମାରିବାକୁ ଡ୍ରୋନ୍ ପଠାଉଛି ତୁର୍କୀ । ଭାରତର ଚିରଶତ୍ରୁ ପାକିସ୍ତାନର ପାଲଟି ଯାଇଛି ବଡ଼ ସହଯୋଗୀ । ଭାରରତର ସବୁ ସହାୟତା ଭୁଲିଗଲା ତୁର୍କୀ । ଆଉ ଏବେ ଯେତେବେଳେ ଭାରତ ଆତଙ୍କବାଦ ବିରୋଧରେ ପାକିସ୍ତାନ ସହ ଲଢ଼ୁଛି, ଠିକ୍ ସେହି ସମୟରେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ତୁର୍କୀ ।

Advertisment
India Pakistan Turkey
Advertisment
Advertisment