Trump
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଜବ ବାଣିଜ୍ୟ ନୀତି । ବନ୍ଧୁ ବନ୍ଧୁ କହି ଭାରତ ଉପରେ ଲଗାଇଲେ ଟାରିଫ୍ । ଆଉ ଆତଙ୍କୀସ୍ତାନ ସହ କଲେ ଟ୍ରେଡ୍ ପ୍ରୀତି । ଶେଷରେ ବନ୍ଧୁତା ଭୁଲିଗଲେ ଟ୍ରମ୍ଫ । ଭାରତ ଉପରେ ଲଗାଇଲେ ୨୫ % ଟାରିଫ୍ । ଭାରତ ଉପରେ ଟାରିଫ୍ ଲଗାଇବା ପରେ ପାକିସ୍ତାନ ସହ ଟ୍ରେଡ୍ ନେଇ ବଡ଼ ଘୋଷଣା କରିଛନ୍ତି ଟ୍ରମ୍ଫ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)