Trump
୨୨ ବର୍ଷ ପୂର୍ବେ ହୋଇଥିବା ଏକ ଅପରାଧକୁ ନେଇ ଆଜି ସମଗ୍ର ଆମେରିକାରେ ଉଠିଛି ଝଡ଼ । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିରେ ଫସିଯାଇଛନ୍ତି । ଆମେରିକାକୁ ପୁଣିଥରେ ମହାନ କରିବାକୁ ଚେଷ୍ଟା କରୁଥିବା ଟ୍ରମ୍ପ ଏହି ବିବାଦର ଉତ୍ତର ଦେଇ ପାରୁନାହାଁନ୍ତି। ପ୍ରକୃତରେ, ୨୨ ବର୍ଷ ପୂର୍ବେ କବର ଦିଆଯାଇଥିବା ଏକ ମୃତ ରହସ୍ୟ ପୁଣିଥରେ ଉଜାଗର ହୋଇଉଠିଛି । ଯେଉଁଥିରେ ଟ୍ରମ୍ପ ନିଜେ ଫସି ଯାଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)