Nuclear Submarines
ଆରମ୍ଭ ହେବ କି ପରମାଣୁ ଯୁଦ୍ଧ ? ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ଯାଉଛି କି ବିଶ୍ୱ ? ଦିନକୁ ଦିନ ବଢ଼ିବାରେ ଲାଗିଛି ଋଷ-ଆମେରିକା ବିବାଦ । ପୁଟିନ୍ଙ୍କ ସହଯୋଗୀ ମେଦଭେଦେଭଙ୍କ ବୟାନରେ ରାଗିଗଲେ ଟ୍ରମ୍ଫ । ଆଉ ଶେଷରେ ଋଷ ସୀମାରେ ମୁତୟନ କଲେ ଦୁଇଟି ପରମାଣୁ ବୁଡ଼ା ଜାହାଜ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)