Thailand-Cambodia Clash
ବିଶ୍ୱରେ ଏବେ ଜଳୁଛି ଯୁଦ୍ଧର ନିଆଁ । ୟୁରୋପରେ ଋଷ-ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଆଉ ଏସବୁ ମଧ୍ୟରେ ଦକ୍ଷିଣ-ପୂର୍ବ ଏସିଆରେ ଶୁଣିବାକୁ ମିଳିଲାଣି ଆଉ ଏକ ବଡ଼ ଯୁଦ୍ଧର ପଦଧ୍ୱନୀ । ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)