Advertisment

ପାକିସ୍ତାନରେ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ

ପାକିସ୍ତାନର ଜାଫର ଏକ୍ସପ୍ରେସକୁ ହାଇଜାକ କରିଛନ୍ତି ଆତଙ୍କବାଦୀ । ଟ୍ରେନରେ ୪ ଶହରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।

author-image
Santosh Kumar Sahoo

ପାକିସ୍ତାନରେ ଟ୍ରେନ ହାଇଜାକ୍ କଲେ ଆତଙ୍କବାଦୀ। ଅନେକ ଦିନ ପରେ ପୁଣି ଥରେ ସକ୍ରିୟ ହୋଇଛି ବାଲୋଚ ଲିବରେସନ ଆର୍ମି। ବେଲୋଚ ଲିବରେସନ ଆର୍ମି ଏହି ହାଇଜାକ୍ କରିଥିବା ସୂଚନା ମିଳିଛି। ପାକିସ୍ତାନ ଠାରୁ ବେଲୁଚିସ୍ତାନକୁ ସ୍ବାଧୀନ କରିବାକୁ ଚାହୁଁଥିବା ଏହି ସଂଗଠନ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ତାଙ୍କ କବଜାରେ ରଖିଛି। ପାକିସ୍ତାନର ଜାଫର ଏକ୍ସପ୍ରେସକୁ ହାଇଜାକ କରିଛନ୍ତି ଆତଙ୍କବାଦୀ । ଟ୍ରେନରେ ୪ ଶହରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।

Advertisment
Train Hijack Pakistan
Advertisment
Advertisment