PM Modi
ଟାରିଫ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ପିଏମ୍ ମୋଦି। ଆସନ୍ତା ମାସ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୨୩ରୁ ୨୭ ତାରିଖ ଯାଏଁ ନ୍ୟୁୟର୍କରେ ବସିବ ମିଳିତ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)