Advertisment

ସୁଧୁରୁନି ପାକିସ୍ତାନ ସ୍ଥିତି; ଅଭାବ ପଡ଼ିଛି ଇନ୍ଧନ, ୪୮ ବିମାନ ବାତିଲ

ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ  ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ ।

author-image
Tanmay Kumar Mahalik

ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ  ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ । ପାକିସ୍ତାନରେ ଇନ୍ଧନର ଘୋର ଅଭାବ ଦେଖାଦେଇଛି । ଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପକ୍ଷରୁ ୪୮ଟି ବିମାନକୁ ବାତିଲ କରାଯାଇଛି ।

Advertisment
Pakistan Fuel
Advertisment
Advertisment