Advertisment

'ଭାରତର ଆକ୍ରମଣରେ ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡ଼ିଥିଲା ପାକିସ୍ତାନ'

ଭାରତର ଆକ୍ରମଣରେ ଛାନିଆ ହୋଇଥିଲା ପାକିସ୍ତାନ। ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡ଼ିଥିଲା । ଅସ୍ତ୍ରବିରତି ପାଇଁ କାକୁତି ମିନତି ହୋଇଥିଲା । ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ବଡ଼ ବୟାନ ଦେଇଛନ୍ତି ।

author-image
Namita Biswal

ପେଣ୍ଟାଗନର ଜଣେ ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହେଲା ପାକିସ୍ତାନ। ଡରୁଆ କୁକୁର ଭଳି ଲାଙ୍ଗୁଡ଼ ଜାକି ଦୌଡିଥିଲା । ରୁବିନ କହିଛନ୍ତି, ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ବିଜୟ ଲାଭ କରିଛି । ଏବେ ସାରା ବିଶ୍ୱର ନଜର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ରହିଛି ।  

Advertisment
Pentagon India Pakistan War Air Strike
Advertisment
Advertisment