Advertisment

Pakistan PM Hospitalized: ଘାରିଲା ଭାରତ ଭୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି !

ହସ୍ପିଟାଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଭାରତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଭାବି ଭାବି ଦେହ ଖରାପ ହୋଇଗଲା କି ? ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିବା ପରେ ଭୟରେ ଅଛନ୍ତି କି ଶେହବାଜ ସରିଫ ?

author-image
Namita Biswal
ଅଦ୍ୟତନ ହୋଇଛି

ହସ୍ପିଟାଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଭାରତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଭାବି ଭାବି ଦେହ ଖରାପ ହୋଇଗଲା କି ? ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିବା ପରେ ଭୟରେ ଅଛନ୍ତି କି ଶେହବାଜ ସରିଫ ? ପ୍ରଧାନମନ୍ତ୍ରୀ ଶେହବାଜଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ରାୱଲପିଣ୍ଡିସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହାକୁ ଗୋପନୀୟ ରଖିବାକୁ ଆର୍ମି ହସ୍ପିଟାଲ ବ୍ୟାପକ ପଦକ୍ଷେପ ନେଇଥିଲା । ହେଲେ ଶେହବାଜଙ୍କ ଚିକିତ୍ସା ନେଇ ହସ୍ପିଟାଲର ଏ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  

Advertisment
India Pakistan War Shehbaz Sharif Pakistan PM Shehbaz Sharif Pahalgam Terrorist Attack
Advertisment
Advertisment