Advertisment

ପୁଣି ହେବ କି ସାମରିକ ସଙ୍ଘର୍ଷ, ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ହଇଚଇ

ଏତେ ସରି ହେଲା ପରେ ବି ପାକିସ୍ତାନର ମୁହଁ ଭାଙ୍ଗୁନି । ଭାରତ-ପାକିସ୍ତାନ ବିବାଦ ନିଆଁରେ ଘିଅ ଢାଳିଛି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାରଙ୍କ ବିବୃତ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି

ଏତେ ସରି ହେଲା ପରେ ବି ପାକିସ୍ତାନର ମୁହଁ ଭାଙ୍ଗୁନି । ଭାରତ-ପାକିସ୍ତାନ ବିବାଦ ନିଆଁରେ ଘିଅ ଢାଳିଛି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାରଙ୍କ ବିବୃତ୍ତି । ଦାର୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି କେବଳ ମେ' 18 ପର୍ଯ୍ୟନ୍ତ ହୋଇଛି । ଉଭୟ ସେନା ମଧ୍ୟରେ ହୋଇଥିବା ଫୋନ୍ କଲ୍ ସମୟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ସମୟ ବୃଦ୍ଧି କରିବାକୁ ରାଜି ହୋଇଛି । ତଦନୁସାରେ, ରବିବାର ଅର୍ଥାତ୍ ମେ' 18 ଯାଏଁ ଅସ୍ତ୍ରବିରତି ଜାରି ରହିବ। ଦାରଙ୍କ ଏହି ବିବୃତ୍ତି ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ଆଶଙ୍କାକୁ ବଢାଇ ଦେଇଛି ।

Advertisment
Indo-Pak Ceasefire India Pakistan War Ceasefire
Advertisment
Advertisment