India Pakistan Tensions
ଭାରତର ଯୁଦ୍ଧ ପ୍ରସ୍ତୁତିରେ ଥରହର ପାକିସ୍ତାନ । ଡରି ମରି ଛାନିଆ ହୋଇ ସିଆଲକୋଟରେ ମୁତୟନ କଲା TPS-77 ରାଡାର । ଫିରୋଜପୁରରେ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ୟୁନିଟ୍ । କାଳେ ଧରାପଡ଼ିଯିବ ପାକ୍ ଅଧିକୃତ କାଶ୍ମୀରରେ ବି ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇଲା । ହେଲେ ବି ଭାରତ ହାତରୁ ବର୍ତ୍ତି ପାରିବନି ପାକିସ୍ତାନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)