Advertisment

କିରାନା ପାହାଡ଼ରେ ପାକ୍‌ ଆଟମ୍‌ ବମ୍ !

କଡ଼ା ସୁରକ୍ଷା ବଳୟରେ କଳା ପାହାଡ଼...ତଳୁ ଉପର ଯାଏଁ ଲମ୍ବିଛି ଗୋଟିଏ ମାତ୍ର ଅଙ୍କାବଙ୍କା ରାସ୍ତା...ଆଉ ପାହାଡ଼ର ସବା ଉପରେ ବିରାଟ ସାମରିକ ପ୍ରତିଷ୍ଠାନ। ହେଲେ ଏ ରହସ୍ୟମୟ ପାହାଡ଼ ଭିତରେ କଣ ଅଛି ?

author-image
Santosh Kumar Sahoo

କିରାନା ହିଲ୍ସରେ ପାକିସ୍ତାନ ଲୁଚାଇଛି କି ପରମାଣୁ ଅସ୍ତ୍ର ଭଣ୍ଡାର ? ଏଠାରେ ବିରାଟ ବିରାଟ ସୁଡ଼ଙ୍ଗ କରି ତା ଭିତରେ ପାକିସ୍ତାନ ପରମାଣୁ ବୋମା ଲୁଚାଇଥିବା କୁହାଯାଉଛି। ଚର୍ଚ୍ଚା ହେଉଛି, ଏହି ପାହାଡ଼ଠୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ମୁସାଫ୍ ବାୟୁସେନା ଘାଟିରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, କାଳେ ଆଗକୁ ପରମାଣୁ ଘାଟି ବି ଉଡ଼ାଇ ଦିଆଯିବ, ସେଇ ଡରରେ ପାକିସ୍ତାନ ଛାନିଆ ହୋଇ ଭାରତ ଆଗରେ ଅସ୍ତ୍ରବିରତିର ଭିକ ମାଗିଥିଲା। ତେବେ କଣ ଏହି କିରାନା ହିଲ୍ସ ବା ସରଗୋଧାର କାଲୀ ପାହାଡ଼୍, ଆସନ୍ତୁ ଜାଣିବା...

Advertisment
Pakistan
Advertisment
Advertisment