Advertisment

ଶକ୍ତିଶାଳୀ ଭୂମିକମ୍ପ, ୧୦୦୦ ମୃତ

ଦକ୍ଷିଣ-ପୂର୍ବ ଆଫଗାନୀସ୍ତାନରେ ଶକ୍ତିଶାଳୀ ଭୂକମ୍ପ। ଏଥିରେ ହଜାରେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ, ପ୍ରାୟ ଅଢ଼େଇ ହଜାର ଲୋକ ଆହତ ହୋଇଛନ୍ତି। ଅଧରାତିରେ ଲୋକମାନେ ନିଘୋଡ଼ ନିଦରେ ଶୋଇଥିବା ବେଳେ ମାଟିରେ ମିଶିଲା ଶହଶହ ଘର।

author-image
Chinmayee Sahoo

ଦକ୍ଷିଣ-ପୂର୍ବ ଆଫଗାନୀସ୍ତାନରେ ଶକ୍ତିଶାଳୀ ଭୂକମ୍ପ। ଏଥିରେ ହଜାରେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ, ପ୍ରାୟ ଅଢ଼େଇ ହଜାର ଲୋକ ଆହତ ହୋଇଛନ୍ତି। ଅଧରାତିରେ ଲୋକମାନେ ନିଘୋଡ଼ ନିଦରେ ଶୋଇଥିବା ବେଳେ ମାଟିରେ ମିଶିଲା ଶହଶହ ଘର।

Advertisment
Sudan Landslides
Advertisment
Advertisment