Iran-Israel Conflict
ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ-ଇସ୍ରାଏଲ ଯୁଦ୍ଧ ଦିନକୁ ଦିନ ଅତି ଭୀଷଣ ରୂପ ନେଉଛି। ଆଉ ଏଥିରେ ଏବେ ଆମେରିକାର ଏଣ୍ଟ୍ରି ବଡ଼ ବିପଦ ସାଜିଛି । B2 ବୋମାବାହୀ ବିମାନରେ ଇରାନର ୩ଟି ପରମାଣୁ ଘାଟିକୁ ଧ୍ୱଂସ କରିଦେଇଛି ଆମେରିକା । ତେଣୁ ୩ ଦେଶ ମଧ୍ୟରେ ଭୟଙ୍କର ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ତେବେ ଏହି ଭୟଙ୍କର ଯୁଦ୍ଧ ପରିସ୍ଥିତିରେ ଏଣ୍ଟି ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କ ସହ ସେ ଫୋନ୍ ଯୋଗେ କଥା ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)