Jeff Bezos
ଆସିଲେଣି ଅତିଥି। ଜମିଲାଣି ଭିଭିଆଇପିଙ୍କ ଭିଡ। ଧାଡିକି ଧାଡି ହୋଇ ଠିଆ ହେଲାଣି ପ୍ରାଇଭେଟ୍ ଜେଟ୍ । ବଡ଼ ବଡ଼ ଲଗ୍ଜୁରୀ ହୋଟେଲ ବି ହୋଇଗଲାଣି ଫୁଲ୍ । ଏପଟେ ସେଜଇ ହେଲଣି ମଣ୍ଡପ। ସରିଲାଣି ସବୁ ପ୍ରସ୍ତୁତି। ହେବ ଲାଭିସ୍ ବାହାଘର । ପୁଣି ହାତକୁ ଦି ହାତ ହେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଗାର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ଙ୍କୁ ସହ ଆମାଜନ ସିଇଓଙ୍କ ପଡ଼ିବ ହାତଗଣ୍ଠି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)