ଆସିଲେଣି ଅତିଥି। ଜମିଲାଣି ଭିଭିଆଇପିଙ୍କ ଭିଡ। ଧାଡିକି ଧାଡି ହୋଇ ଠିଆ ହେଲାଣି ପ୍ରାଇଭେଟ୍ ଜେଟ୍ । ବଡ଼ ବଡ଼ ଲଗ୍ଜୁରୀ ହୋଟେଲ ବି ହୋଇଗଲାଣି ଫୁଲ୍ । ଏପଟେ ସେଜଇ ହେଲଣି ମଣ୍ଡପ। ସରିଲାଣି ସବୁ ପ୍ରସ୍ତୁତି। ହେବ ଲାଭିସ୍ ବାହାଘର । ପୁଣି ହାତକୁ ଦି ହାତ ହେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଗାର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ଙ୍କୁ ସହ ଆମାଜନ ସିଇଓଙ୍କ ପଡ଼ିବ ହାତଗଣ୍ଠି ।
Published By: Namita Biswal
Last updated: 26 June 2025, 03:55 PM IST
"ତୁ ସିନା ମୋ ହାତରେ ରାଖୀ ବାନ୍ଧୁଥିଲୁ। ହେଲେ ମୁଁ ତୋ ପାଇଁ ପାଗଳ ଥିଲି। ଦିନ ରାତି ତୋ କଥା ଭାବୁଥିଲି। ତୋତେ ନେଇ ସଂସାର କରିବାକୁ କେତେ ସ୍ବପ୍ନ ଦେଖିଥିଲି। ସାତ ଜନ୍ମର ସାଥୀ କରିବାକୁ ଭାବିଥିଲି। ହେଲେ ତୁ ନିଜେ ସେଥିରେ ବାଧ ସାଜିଲୁ। ମୋତେ ବିବାହ କରିବାକୁ ମନା କଲୁ। ମୋ ପ୍ରେମକୁ ଆଡେଇ ଦେଲୁ।" ଏକ ତରଫା ପ୍ରେମ କରୁଥିବା ଜଣେ ପ୍ରେମିକ ମନରେ ଚାଲିଥିଲା ଏସବୁ କଥା। ଆଉ ଯେତେବେଳେ ବାହା ହେବାକୁ ପ୍ରେମିକା ମନା କରିଦେଲା ତାକୁ ନୃଶଂସଭାବେ ହତ୍ୟା କଲା।