ଆୟୋତୋଲ୍ଲାଙ୍କୁ ଖୋଜୁଛି ଆମେରିକା
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି। ଘନଘନ ଆକ୍ରମଣରେ ଧ୍ୱଂସ ହେଉଛି ସହର, ମାଟିରେ ମିଶୁଛି ବଡ଼ ବଡ଼ ଅଟ୍ଟାଳିକା। ତେବେ ଏହା ମଧ୍ୟରେ ଇରାନ-ଇସ୍ରାଇଲ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ହେଲେ ଯୁଦ୍ଧର ଭୟ ମନରୁ ସମ୍ପୁର୍ଣ୍ଣ ଭାବେ ଲିଭିନାହିଁ। ହେଲେ ଏହାରି ଭିତରେ ଇରାନର ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲୀ ଖମିନେଇଙ୍କୁ ଖୋଜା ପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)