Oil Price
ବିଶ୍ୱ ତୈଳ ବଜାରରେ ବଢ଼ିଲାଣି ଟେନସନ । ବଜାରରେ ବଢ଼ିବ କି ତୈଳ ଦର ? ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ବଢ଼ାଇବ କି ପେଟ୍ରୋଲ୍ ଡିଜେଲ୍ ଦାମ୍ ? ଏମିତି କିଛି ପ୍ରଶ୍ନକୁ ନେଇ ଜାତୀୟ ଗଣାମାଧ୍ୟମରେ ଏବେ ଖୁବ୍ ଚର୍ଚ୍ଚା ହେଉଛି । କିଛି ବର୍ଷର ସ୍ଥିରତା ପରେ ପୁଣି ପେଟ୍ରୋଲ୍ ଡିଜେଲ୍ ଦର ବଢ଼ିପାରେ ବୋଲି କୁହାଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)